ନୀରବତା

(A Story by- Roumyaranjan Das) -କଫି? -ଉଁ ହୁଁ… -ଜୁସ? -ନାଇଁ -ତା ହେଲେ? -ଚା’ – EXCUSE ME, ONE Cappuccino ONE GREEN TEA, please… -ଗ୍ରୀନ ଟି!!! (ସ୍ମିତ ହାସ୍ୟ) ମୋ ପାଇଁ ଗୋଟେ ନାଲି ଚା’ -ସବୁ ବେଳେ old fashioned… -may be! -ତୁମେ କଣ ସବୁ ବେଳେ ଏମିତି? – କେମିତି? -ଏଇ ମାନେ, ସବୁ ପ୍ରଶ୍ନର ଉତ୍ତର ଗୋଟେ ଶବ୍ଦ କି ଧାଡି ରେ […]