ହର୍ବାଲ ଟି

(A Story by- Swagat Kumar Sahu) ଆମେ ଦୁହେଁ ସେତେବେଳେ ଭୁବନେଶ୍ୱର ଜୀ ମିଡ଼ିଆରେ ଇଣ୍ଟର୍ନସିପ କରୁଥାଉ । ଦିନ ସାରା ରିପୋର୍ଟିଂ ପରେ ସଂଧ୍ୟା 4 ଟାରେ ସ୍କ୍ରିପ୍ଟ ଲେଖା ଆରମ୍ଭ ହୁଏ । ଯେଉଁ ସ୍କ୍ରିପ୍ଟ ଲେଖା ହୁଏ ତାହା ପୁଣି ପ୍ରାଇମ ଟାଇମ ପାଇଁ । ତେଣୁ ବ୍ୟୁରୋ ମୁଖ୍ୟଙ୍କ କଡ଼ା ନିର୍ଦ୍ଦେଶ ରହିଥାଏ । ସବୁ ସାମ୍ବାଦିକ ହର୍ବାଲ “ଚା” ଜୀ ଲୋଗୋ ଥିବା ବଡ଼ କପରେ କପେ ପିଇବାକୁ […]