ଗୋଲାପୀ

(A Story By- Sabyasachi Kundu) କ’ଣ ଶତୃତା ଏ କାଳବୈଶାଖୀର ଗଛ ସହ, ଟୋପାଏ ପାଣିତ ଦେବାର ନାହିଁ । ଯାହା ନଷ୍ଟ କରି ଦେଇ ଯାଉଛି ।ସମୟ ସନ୍ଧ୍ୟା ୫ଟା। ମୁଁ ବସି ଥାଏ ବାଲ୍କୋନି ରେ । ହାତ ରେ ଚା କପ ଆଉ ଟେବୁଲ ଉପରେ ମୋର ପ୍ରିୟ ଲେଖକ ତାପସ ଦାସଙ୍କ ନୂଆ କବିତା ସଂକଳନ ସହ। ଗ୍ରୀଷ୍ମ ଅବକାଶରେ ଜଣେ ଶିକ୍ଷକଙ୍କର କାମ ବା କଣ ଥାଏ? ପିଲାଙ୍କୁ […]