ଦଇବ ମାଡ଼

(A Story by- Prabhukalyan Mishra) -“ବୁଲୁ ଭାଇନା ଗୋଟେ ଚାହା ଦେଲ।” – “ଆରେ ମିଶ୍ର ସାରେ ! ଆଜି କଣ ସୂର୍ଯ୍ୟ ପଶ୍ଚିମରେ ! ସକାଳୁ ସକାଳୁ ମୋ ଦୋକାନ ଆଡେ ମାଡ଼ି ଆସିଲ ଯେ ?” -” ନାଇଁ ମ ଭାଇନା। ସେମିତି କିଛି ନୁହେଁ। ବୋଉର ଦେହ ଟିକେ ଭଲ ନାହିଁ ତ। ସକାଳୁ ଉଠି ପାରିନି। ମୋର କ୍ଲାସ୍ ପାଇଁ ଡେରି ହଉଥିଲା। ସେଣେ ପିଲେ ଅପେକ୍ଷା କରିଥିବେ। ତର […]